12 ଇସ୍ୱର୍ ଆରେକ୍ କୟ୍ଲା, "ମୁଁୟ୍ ତର୍ ସଃଙ୍ଗ୍ ଆର୍ ତର୍ ସଃଙ୍ଗେ ରେତାର୍ ସଃବୁ ଜିବ୍ ଜଃତୁ ସଃଙ୍ଗ୍ ଟିକିକେ ଟିକି ଜୁଗ୍ ଜୁଗ୍ ହଃତେକ୍ ଜୁଣ୍ ନିୟମ୍ କଃରିଆଚି, ସେତିର୍ ଚିନା ଇରି;" 13 ମୁଁୟ୍ ମେଗେ ଅଃର୍ଦାବାଲି ତାହୁନ୍ କଃରୁଲେ, ସେରି ହୁର୍ତିବି ସଃଙ୍ଗ୍ ମର୍ ନିୟମାର୍ ଚିନା ଅୟ୍ଦ୍।
Publicidade