8 ଇସ୍ୱର୍ ନହକେ ଆର୍ ତାର୍ ସଃଙ୍ଗୁଆଳି ହୟିସି ମଃନ୍କେ କୟ୍ଲା। 9 "ଦଃକ୍," ତର୍ ସଃଙ୍ଗ୍ ଆର୍ ତର୍ ଆସୁଲା କାଳାର୍ ବଃଉଁସ୍ ସଃଙ୍ଗ୍ 10 ଆର୍ ତର୍ ସଃଙ୍ଗ୍ ରେତାର୍ ସଃବୁ ଜିବ୍ଜଃତୁମଃନାର୍ ସଃଙ୍ଗ୍, ବଃଲେକ୍, ଜାଜେ ହୁଣି ହଃଦାୟି ବାରାୟ୍ଲାର୍ ହସୁ ଆର୍ ଚେଳେ ସଃବୁ ହୁର୍ତିବିଏ ରେତାର୍ ସଃବୁ ଜିବ୍ ସଃଙ୍ଗ୍ ମୁଁୟ୍ ମଃର୍ ନିୟମ୍ କଃରି ଆଚି। 11 ମୁଁୟ୍ ତୁମାର୍ ସଃଙ୍ଗ୍ ଇ ନିୟମ୍ କଃରିଆଚି, ସଃବୁ ଜିବ୍ ହାଣିୟେ ବୁଡି କଃରି ଆରେକ୍ କୁର୍ପ୍ନାସ୍ ନଃଉତି; ଆରେକ୍ ହୁର୍ତିବିକେ ନାସ୍ କଃରୁକେ ଡଙ୍ଗୁର୍ ବୁଡାଉତା ହାଣି ନଃମାରେ।
Publicidade
Publicidade