15 ତଃବେ ପାର୍ ଜସେପ୍କେ କୟ୍ଲା, "ମୁୟ୍ ଗଟ୍ ଚଃହୁନ୍ ଦଃକିଆଚି, କେଏ ହେଁ ତାର୍ ଅଃର୍ତ୍ କଃରୁନଃହାରୁଲାୟ୍; ମଃତର୍ ମୁୟ୍ ତର୍ କଃତା ସୁଣିଆଚି, ତୁୟ୍ ଚଃହୁନ୍ ସୁଣ୍ଲେକ୍, ତାର୍ ଅଃର୍ତ୍ କଃଉସି।"
16 ସେତାକ୍ ଜସେପ୍ କୟ୍ଲା, "ସେରି ମର୍ ସଃକ୍ତିର୍ କଃତା ନୟ୍, ମଃତର୍ ଇସ୍ୱର୍ ପାରକେ ସୁବ୍ କଃତା ଦଃୟ୍ଦ୍।"