15 ଇତାର୍ ହଃଚେ ଇସ୍ୱର୍ ନହକେ କୟ୍ଲା, 16 "ତୁୟ୍ ତର୍ ଡକୁର୍ଦି ଆର୍ ତର୍ ହୟ୍ଦିମଃନ୍ ବୁଆରିମଃନ୍କେ ସଃଙ୍ଗେ ନଃୟ୍ ଜାଜେ ହୁଣି ବାରାଉଆ। 17 ଆରେକ୍ ନିଜାର୍ ସଃଙ୍ଗେ ରେତା ହସୁ, ହଃକି ଆର୍ ବୁୟେଁ ଚଃର୍ତା ଜିବ୍ଜଃତୁକେ ଜାଜେ ହୁଣି ବାର୍ କଃର୍; ସେମଃନ୍ ହୁର୍ତିବିକେ ହୁର୍ନ୍ କଃରତ୍, ଆରେକ୍ ହୁର୍ତିୟେ ବଃର୍ତି ଆର୍ ବୁତେକ୍ ବଃଉଁସ୍ ଅଃଉଅତ୍।"
Publicidade