12 ଏ ଉଦିଆତାରା14:12 ଲୁସିପର୍ ! ଉଜଲର୍ପିଲା14:12 ପର୍ତୁସର୍ ପୁତ୍ର ତମେ କେନ୍ତି ସରଗ୍ ରାଇଜେ ଅନି ପୁର୍ତିବି ତେଇ ଅଦର୍ଲୁସ୍! ସବୁ କୁଟୁମ୍କେ ତମେ ଜେ ଆରାଇ ଦେଇ ରଇଲାସ୍ , ତମେ କେନ୍ତି ମାଟି ତେଇ ଅଦର୍ଲୁସ୍! 13 ଆରି , ତୁଇ ମନେ ମନେ ବାବି ରଇଲୁସ୍, ମୁଇ ସର୍ଗେ ସବୁର୍ ତେଇ ଅନି ଉପ୍ରେ ରଇବି ବଲିକରି , ପର୍ମେସରର୍ ତାରାମନର୍ ଉପରେ ମର୍ ସିଆଁସନ୍ କର୍ବି; ଆରି ଉତର୍ ଦିଗର୍ ପାଚୁରି ଆଚର୍ ସବୁଲକ୍ ରୁଣ୍ଡ୍ବା ସୁକଲ୍ ଡଙ୍ଗ୍ରେ ରଇବି; 14 ମୁଇ ମେଗ୍ମାଲାର୍ ଉପ୍ରର୍ ତେଇ ଅନି ଅଦିକ୍ ଉପର୍କେ ଜିବି; ସବୁବେଲର୍ ମାପ୍ରୁର୍ ସଙ୍ଗେ ମୁଇ ମିସା ସମାନ୍ ଅଇବି । 15 ମାତର୍ ତୁଇ ପାତାଲର୍ ସାରାସାରି ଗାତ୍ ବିତ୍ରେ ପିଙ୍ଗି ଅଇସୁ ।
Publicidade