16 ତମେ ଏ ବିସଇକେ ଉଲ୍ଟାଇ ପାକାଇ ଲାସ୍ନି! କୁମାର୍ କାଇ ମାଟି ସଙ୍ଗେ ଏଜି ଅଇସି; ଏ ଲକ୍ ଆମ୍କେ ଗଡେନାଇ , ଗଡି ରଇବା ଜିନିସ୍ ତିଆର୍ କରୁର୍ ବିସଇରେ ଏନ୍ତାର୍ ବଲିକରି କଇସି ? କି ତାକେ ଅଲପ୍ ମିସା ବୁଦି ନାଇଁ , ଗଡି ରଇବା ଜିନିସ୍ କାଇ ଗଡ୍ବା ଲକର୍ ବିସଇରେ ଏନ୍ତାରି ବଲିକରି କଇସି ?
Publicidade