ଲକ୍ମନର୍ ପାଇଁ ପର୍ମେସରର୍ ଆସିର୍ବାଦ୍
19 ଏ ଜିରୁସାଲାମ୍ ତେଇ ବାସା ଅଇରଇବା ସିଅନର୍ ଲକ୍ମନ୍ ; ତମେ ଆରି ନ କାନ୍ଦାସ୍; ତମର୍ କାନ୍ଦ୍ବାଟା ସବୁବେଲର୍ ମାପ୍ରୁ ନ ପିଟ୍ତେ ଆସିର୍ବାଦ୍ କର୍ସି; ସେ ସୁନ୍ଲା ଦାପ୍ରେ ତମେ ମାଗ୍ଲାଟା ଦେଇସି ।