6 ଗଟେକ୍ ଲକର୍ ସବଦ୍ କଇସି, ବାକିଅ ଜାନାଆଁ, ଗଟେକ୍ ଲକ୍ କଇଲା, କାଇଟା ଜାନାଉଁ? ଦୁନିଆର୍ ସର୍ତେ ଲକ୍ ଗାଁସ୍ ପାରା ଆଚତ୍ ଆରି ସେ ଲକ୍ମନର୍ ଚାଲିଚଲନ୍ ବାଡର୍ ପୁଲ୍ ପାରା; 7 ଗାଁସ୍ ସୁକି ଜାଇସି, ପୁଲ୍ ଜାଉଁଲି ଜାଇସି; ମାତର୍ ନ ମରତ୍, କାଇକେବଇଲେ ସେମନର୍ ବିତ୍ରେ ସବୁବେଲର୍ ମାପ୍ରୁର୍ ପୁଣ୍ଡା ଚାଲ୍ତେ ରଇସି । 8 ଗାଁସ୍ ସୁକି ଜାଇସି, ପୁଲ୍ ସୁକି ଜଡି ଜାଇସି, ମାତର୍ ସବୁବେଲର୍ ମାପ୍ରୁର୍ ବାକିଅ ନ ସାରେ ସବୁବେଲର୍ ପାଇଁ ରଇସି ।
Publicidade