13 କାଇକେ ବଇଲେ ଆମେ ସବୁବେଲର୍ ମାପ୍ରୁ ତମର୍ ପର୍ମେସର୍, ତମର୍ ଉଜା ଆତ୍ ଦାରି ତମ୍କେ କଇବି, ଡରା ନାଇଁ; ମୁଇ ତକେ ସାଇଜ କର୍ବି । 14 ଏ କିଡା ରକାମ୍ ଜାକୁବ୍ ଆରି ଏ ଇସ୍ରାଏଲର୍ ଲକ୍ମନ୍, ଡରା ନାଇଁ; ସବୁବେଲର୍ ମାପ୍ରୁ କଇଲିନି, ମୁଇଁ ତକେ ସାଇଜ କର୍ବି ଆରି ଇସ୍ରାଇଲର୍ ସୁକଲ୍ ସବୁବେଲର୍ ମାପ୍ରୁ ତମର୍ ମୁକ୍ତି କାରିଆ।
Publicidade
Publicidade