Pular para o conteúdo
Publicidade

ଜିସାୟ୍‌ 45:1-3

କରସ୍‌କେ ମାପ୍‌ରୁ ବାଚ୍‌ଲା

1 ସବୁବେଲର୍ ମାପ୍‌ରୁ ତାର୍ ଅବିସେକ୍ କଲା ଲକର୍, କଇବାକେ ଗାଲେ କରସର୍ ବିସଇରେ ଏ କାତା କଇଲାନି, ମୁଇଁ ତାର୍ ମୁଆଟେ ବିନ୍‌ବିନ୍ ଗସ୍‌ଟିକେ ଜୁଇଦ୍ ଲଗେ ଅନି ଆରାଇବାକେ ତାର୍ ଉଜା ଆତ୍‌ ଦାରିଆଚି ଆରି ମୁଇଁ ରାଜାମନର୍ ଆଁଟାବେଡାକେ ଡିଲା କର୍‌ବି; ମୁଇଁ ତାର୍ ମୁଆଟେ କାପାଟ୍ ସବୁ ଉଗାଡ୍‌ବି ଆରି ନଗରର୍ କାପାଟ୍ ଡାବି ଅଇକରି ନ ରଏ; 2 ମୁଇଁ ତର୍ ଆଗେ ଆଗେ ଇଣ୍ଡ୍‌ବି, କାଲ୍‌ଡେପ୍ ଜାଗାସବୁ ସମାନ୍ କର୍‌ବି; ମୁଇଁ ପିତଲ୍ କାପାଟ୍ ସବୁ ଗୁଣ୍ଡ୍ ଗୁଣ୍ଡା କରି ବାଙ୍ଗାଇ ପାକାଇବି ଆରି ଲୁଆ କାପାଟର୍ ଗାଡା ସବୁ କାଟି ପାକାଇବି; 3 ଆରି,ମୁଇଁ ଆନ୍ଦାର୍ ବିତ୍‌ରେ ରଇବା ଦନ୍ ରଇବା ଗର୍ ଆରି ଲୁଚ୍‌ଲା ଜାଗାଇ ସଙ୍ଗଇଲା ଦନ୍‌ସପତି ସବୁ ତମ୍‌କେ ଦେବି, ତାର୍‌ପଚେ ତମର୍ ନାଉଁଦାରି ଡାକ୍‌ଲା ଆମେ ଜେ ସବୁବେଲର୍ ମାପ୍‌ରୁ, ଇସ୍‌ରାଏଲର୍ ପର୍‌ମେସର୍ ଆଚୁ, ଏଟା ତମେ ଜାନି ପାର୍‌ସା।

Estes versículos te tocaram? Ore agora!

+581 estão orando agora.

Junte-se à corrente de oração.