6 ତମେ ଆକାସ୍ ବାଦଲ୍ ଉପ୍ରେ ଦେକା ଆରି ତଲେ ରଇବା ବୁଇଁକେ ଦେକା, କାଇକେବଇଲେ ଆକାସ୍ ମଣ୍ଡଲ୍ ଦୁଆଁ ପାରା ଉଡି ଜାଇସି ଆରି ବୁଇଁ ସବୁ ବସ୍ତର୍ ରକାମ୍ ଜିରି ଜାଇସି, ଆରି ତେଇ ବାସା ଅଇଲା ଲକ୍ମନ୍ ମଚି ରକାମ୍ ମରି ଜିବାଇ; ମାତର୍ ମର୍ ମୁକ୍ତି ସବୁଦିନର୍ ପାଇଁ ରଇସି ଆରି ମର୍ ଦରମର୍ ଜୁଗ୍ ନ ସାରେ ।
Publicidade