8 କାଇକେବଇଲେ ସବୁବେଲର୍ ମାପ୍ରୁ କଇଲାନି, ମର୍ ବାବ୍ନା ତମର୍ ବାବ୍ନା ରକାମ୍ ନାଇଁ, ଆରି ତମର୍ ବାଟ୍ ଆମର୍ ବାଟ୍ ପାରା ନାଇଁ । 9 କାଇକେ ବଇଲେ ପୁର୍ତିବି ଚାଡି ଆକାସ୍ମଣ୍ଡଲ୍ ଜେନ୍ତାର୍ ଉଚା, ସେ ରକାମ୍ ଆମର୍ ବାଟ୍ସବୁ ତମର୍ ବାଟ୍ ଚାଡି ଆରି ଆମର୍ ନିଅମ୍ ସବୁ ତମର୍ ନିଅମ୍ ଚାଡି ଉଚା ଆଚେ ।