15 କାଇକେ ବଇଲେ ଜେ ସବୁବେଲରର୍ ମାପ୍ରୁ, ଜାର୍ ନାଉଁ ସୁକଲ୍ , ସେ ଉଚା ଆରି ବଡ୍ଲକ୍ ଏ କାତା କଇଲାନି; ଆମେ ଉପ୍ରର୍ ଆରି ସୁକଲ୍ ଜାଗାଇ ବାସା କର୍ବୁ, ଆରି ଦରମ୍ ଲକର୍ ଆତ୍ମାକେ ବପୁ ଆରି ନିରାସ୍ ଅଇରଇବା ଲକ୍ମନର୍ ରୁଦୟ୍କେ ବପୁ କର୍ବାକେ ଆମେ ନିରାସ୍ ଆରି ଦରମ୍ ମନ୍ ରଇଲା ଲକର୍ ସଙ୍ଗେ ବାସା କର୍ବୁ ।
Publicidade
Publicidade