3 ଆରି ନିଜର୍ ନିଜର୍ ବିତ୍ରେ ଡାକା ଡାକି ଅଇକରି କଇଲାଇ, ସବୁର୍ ଟାନେ ଅନି ବଡ୍ ସବୁବେଲର୍ ମାପ୍ରୁ ଦରମ୍କାରିଆ, ଦରମ୍ କାରିଆ,ଦରମ୍ କାରିଆ; ସାରା ପୁର୍ତିବି ଜାକ ତାର୍ ମଇମାରେ ପୁରାପୁରୁନ୍ ଅଇଲା ଆଚେ। 5 ତାର୍ପଚେ ମୁଇଁ କଇଲି, ଏମା ଏମା! ମୁଇ ଦୁକ୍ ଅଇଗାଲି; କାଇକେବଇଲେ ମୁଇତା ଅସୁଚି ଲକ୍ ଆରି ପାପ୍ କଲା ଲକ୍ମନର୍ ସଙ୍ଗ୍ ବାସା ଅଇଲି ଆଚି; ଏଲେ ମିସା ମୁଇ ମର୍ ନିଜର୍ ଆଁକି ସବୁବେଲର୍ ମାପ୍ରୁ ରାଜାକେ ଦେକ୍ଲି ଆଚି।
Publicidade