6 ତାର୍ପଚେ ସେ ଦୁତ୍ମନର୍ ବିତ୍ରେ ଅନି ଗଟେକ୍ ଲକ୍ ଉଡି କରି ମର୍ ଲଗେ ଆଇଲା, ତାର୍ ଆତେ କଣ୍ଡେକ୍ ଜଇ ଇଙ୍ଗ୍ରା ରଇଲା , ସେ ଜଗିଅ ବେଦି ଅନି ଜଇ ଇଙ୍ଗ୍ରାକେ ଚିମ୍ଟା ସଙ୍ଗେ ନେଇ ରଇଲା; 7 ସେଡ୍କିବେଲେ ମର୍ ଅଟିକେ ଚିଇକରି କଇଲା, ଦେକା, ଏଟା ତମର୍ ଅଟିକେ ଚିଇଲା ଆଚେ; ସେଟାର୍ ପାଇଁ ତମର୍ ଅପ୍ରାଦ୍ କେମା ଅଇଲା ଆଚେ ଆରି ତମର୍ ପାପ୍ ଦଇ ଅଇଲା ଆଚେ।
Publicidade