3 ସିଅନର୍ ଦୁକର୍ ଲକର୍ ପାଇଁ ଜଜ୍ନା କର୍ବାକେ, କୁରୁପ୍ନାସ୍ ଅଇବା ବାଦୁଲେ ଉଦାର୍ ପାଇବାକେ , ଦୁକର୍ ବାଦୁଲେ ସୁକ୍ ପାଇବାକେ , ମନ୍ଉନା କରି ରଇବା ଆତ୍ମାର୍ ବାଦୁଲେ ଚଚଁଲ୍ ଅଇକରି ରଇବା ବସ୍ତର୍ ଦେବାକେ ସେ ମକେ ପାଟାଇଲା ଆଚେ; ତାର୍ ପଚେ ସବୁବେଲର୍ ମାପ୍ରୁ ଜେନ୍ତାରି କି ମଇମା ପାଇସି, ସେଟାର୍ ପାଇଁ ସେମନ୍ ପର୍ମେର୍ ବାଡେ ନିଜେ ରପ୍ଲା ଗଚ୍ ପାରା ଉଡ୍ରା ଅଇବାଇ ।
Publicidade
Publicidade