Pular para o conteúdo
Publicidade

ଜିସାୟ୍‌ 64:4,5

4 କାଇକେ ବଇଲେ ଜେ, ତାର୍ ଜାଗ୍‌ବା ଲକର୍ ବାଟେ ଅଇକରି କାମ୍ ସାଦନ୍ କର୍‌ସି, ଲକ୍‌ମନ୍ ପୁର୍‌ବେ ଅନି ତକେ ଚାଡିକରି ଅଲ୍‌ଗା ପର୍‌ମେସରର୍ ବିସଇ ସୁନତ୍ ନାଇ, କି କେବେ ମିସା ସୁନତ୍ ନାଇଁ, କି କେବେ ଦେକତ୍ ମିସା ନାଇଁ। 5 ଜନ୍ ଲକ୍ ସାଇ ସାର୍‌ଦା ସଙ୍ଗ୍ ଦୟାଦରମ୍ ସଙ୍ଗେ ଚାଲିଚଲନ୍ କର୍‌ସି, ଜନ୍‌ ଲକ୍‌ ତର୍‌ ବାଟେ ଅଇ ତକେ ଏତାଇବାଇ, ତୁଇ ସେମନର୍ ସଙ୍ଗ୍ ବେଟ୍ ଅଇସୁ; ଦେକ୍, ତୁଇ ରିସା ଅଇ ରଇଲୁସ୍ ଆରି ଆମେ ପାପ୍‌କଲୁ; ଆମେ ବେସି ଦିନ୍ ଦାରି ସିତି ଆଚୁ, ଆମେ କାଇ ମୁକ୍‌ତି ପାଇବୁକି ?

Estes versículos te tocaram? Ore agora!

+581 estão orando agora.

Junte-se à corrente de oração.