ରାଜା ଆଅସର ପାଇଁ ଗଟେକ୍ କବର୍
1 ଜିଉଦା ଦେସର୍ ରାଜା ଉସିଅର୍ ନାତି ଜତମ୍ର ପିଲା ଆଅସ୍ର୍ ସମଇ ବେଲେ ଅରାମର୍ ରସିନ୍ ରାଜା ଆରି ରମଲିଅର୍ ପିଲା ପେକଅ ନାଉଁରେ ଇସ୍ରାଏଲର୍ ରାଜା ଜିରୁସାଲାମ୍ ଗଡର୍ ବିରୁଦେ ଜୁଇଦ୍ କର୍ବାକେ ସେ, ଜାଗାଇ ଗାଲା; ମାତର୍ ସେଟାକେ ଆରାଇ ନାପାର୍ଲା। 2 କେବେ ନ ଆର୍ବା ଦାଉଦ୍ ବଁସ୍କେ ଗଟେକ୍ କବର୍ ପାଟାଇଲା ଜେ, ଅରାମ ଇପ୍ରଇମର୍ ବାଟେ ଅଇଲା ଆଚେ । ତାର୍ପଚେ ତାର୍ ଆତ୍ଗଡ୍ ଆରି ତାର୍ ଲକ୍ମନର୍ ଗାଗଡ୍ ପବନେ ତର୍ତରି କରି ବନର୍ ଗଚ୍ମନର୍ ପାରା ଚୁଲ୍ବୁଲି ଗାଲା।
16 କାଇକେ ବଇଲେ ପିଲା କରାପ୍ଟାକେ ଚାଡ୍ସି ଆରି ନିମାନ୍ଟାକେ ବାଚ୍ବାକେ ଜାନ୍ବା ଆଗ୍ତୁ ଜନ୍ ଦେସର୍ ଦୁଇଟା ରାଜାକେ ଗିନ୍ କଲାସ୍ନି, ସେ ଦେସେ ଲକ୍ ବାକ୍ ନ ରଅତ୍ ।