ବବିସତ୍ ରାଜା
1 ମାତର୍ ଜନ୍ ଦେସ୍ ଦୁକ୍ କସ୍ଟରେ ରଇଲାଇ ସେ ଦେସେ ବେସି ଆନ୍ଦାର୍ ଅଇ କରି ନ ରଏ । ପୁରୁବ୍ କାଲେ ସେ ସବୁଲୁନ୍ ଦେସ୍ ଆରି ନିପ୍ତାଲି ଦେସ୍କେ ଇନ୍ କରି ରଇଲାଇ, ମାତର୍ ସାରାସାରି ପଚେ ସେ ତାକେ ସମ୍ଦୁର୍ ବାଟର୍ ଲଗେ , ଜର୍ଦନ୍ ଗାଡର୍ ସେ କଣ୍ଡି କୁଟୁମର୍ ଗାଲିଲିକେ ସାଉକାର୍ କରାଇବାଇ। 2 ଜନ୍ କୁଟୁମ୍ ଆନ୍ଦାର୍ ବାଟେ ଗାଲାଇ ସେମନ୍ ବେସି ଉଜଲ୍ ଦେକ୍ଲାଇ ଆଚତ୍; ଜନ୍ ଲକ୍ମନ୍ ମରନର୍ ଚାଇଁର୍ ପାରା ଦେସେ ବାସା କଲାଇ, ସେମନର୍ ଉପ୍ରେ ଉଜଲ୍ ପଡ୍ଲା ଆଚେ। 3 ତମେ ସେ ଦେସର୍ ଲକ୍ମନ୍କେ ବେସିକରି ସେମନର୍ ସାର୍ଦା ଅଦିକ୍ କରି ଆଚାସ୍; ସେମନ୍ ଦାନ୍ ମାଣ୍ଡିଆ କାଟ୍ବା ତେଇ ସାର୍ଦା କର୍ବାଇ, ଜିନିସ୍ ଚରାଇ ଆନ୍ଲା ବେଲର୍ ପାରା ସାର୍ଦା ଅଇବାଇ, 4 କାଇକେ ବଇଲେ ମିଦନିଅର୍ ଦିନ୍ବେଲେ ଜେନ୍ତି, ସେରକାମ୍ ତମେ ତାର୍ ଅଜନ୍ ପାରା ଜୁଆଡି ଆରି ତାର୍ କନ୍ଦର୍ ଜିନିସ୍କେ ନସ୍ଟ କର୍ବା ଲକର୍ ଦଣ୍ଡ୍କେ କୁରୁପ୍ନାସ୍ କରି ଦେଇଆଚେ। 5 ସେଟାର୍ପାଇଁ ଜୁଇଦ୍ କର୍ବାକେ ଜାଗର୍ତା ଅଇ ରଇବା ସବୁ ସଇନମନ୍ ବିନ୍ଦ୍ତେ ରଇବା ବୁଟ୍,ବନି ଲାଗି ରଇବା ବସ୍ତର୍ ଆରି ବନି ପାରା ଜିନିସ୍ ଜଇ ଲାଗାଇବା ଦାରୁ ପାରା ଅଇସି। 6 କାଇକେ ବଇଲେ ଆମର୍ ପାଇଁ ବଲିକରି ଗଟେକ୍ ପିଲା ଜନମ୍ କଲା ଆଚେ, ଆରି ଆମ୍କେ ଗଟେକ୍ ପିଲା ଜାତ୍ ଅଇଲା ଆଚେ , ଆରି ତାର୍ କନ୍ଦେ ସାସନ୍ କର୍ବା ଅଜନ୍ ଲାଦା ଅଇସି; ଆରି ତାର୍ ନାଉଁ କାବା ଅଇଜିବାଟା, ସାସନ୍ କାରିଆ ,ସବୁବେଲର୍ ପର୍ମେସର୍ ସବୁବେଲର୍ ବାବା, ସାନ୍ତି ଦେବା ରାଜା ଅଇସି।