2 ଆରି, ସବୁବେଲର୍ ମାପ୍ରୁର୍ ଆତ୍ମା, ଗିଆନ୍ ଆରି ବିଚାର୍ନାର୍ ଆତ୍ମା ବପୁର୍ ଆରି ଜଜ୍ନାର୍ ଆତ୍ମା, ବୁଦି ଆରି ସବୁବେଲର୍ ମାପ୍ରୁର୍ ବିସଇକେ ଡର୍ବା ଆତ୍ମା ତାର୍ ଲଗେ ବାସା ଅଇସି; 3 ସବୁବେଲର୍ ମାପ୍ରୁର୍ କାମ୍ରେ ସାର୍ଦା ରଇସି; ଆରି, ସେ ନିଜର୍ ଆଁକିକେ ଜାଇଟା ନିକ ଡିସ୍ସି ସେ ଇସାବେ ବିଚାର୍ ନ କରେ, କି ତାର୍ ନିଜର୍ ସୁନ୍ବା ବୁଦି ଇସାବେ ନ ନାମେ,
Publicidade
Publicidade