4 କାଇକେ ବଇଲେ ଗରିବ୍ ଲକ୍ମନ୍ ଆରି କାକୁର୍ତି ଲକ୍ମନର୍ ଡାଣ୍ଟ୍ ଡେଙ୍ଗ୍ ଗର୍, ଆରି ସେମନ୍ କାକୁର୍ତି ସଙ୍ଗେ ଆଚତ୍। ତୁଇ ସେମନ୍କେ ଡର୍ବା ତେଇ ଅନି ସାସ୍ ଦେସ୍ ଆରି ବେସି କାରାଟାନେ ରଇବା ଲକ୍ମନ୍କେ ସିତ୍ଲା ଦେସ୍। ଅମାନିଆଁ ବିରଦି ଲକ୍ମନ୍ ସିତ୍ ବେଲେ ମାରାମାରିକେ ଉଟ୍ବାଇ।
Publicidade