3 ଏ ମାପ୍ରୁ ଜାର୍ମନ୍ ତମର୍ ଲଗେ ରଇସି , ତମେ ତାକେ ପୁରାପୁରୁନ୍ ବାବ୍ରେ ସାନ୍ତି ସଙ୍ଗେ ସଙ୍ଗଇସା ; କାଇକେ ବଇଲେ ସେ ତମ୍କେ ଆସା କରି ଆଚେ । 4 ତମେ ସବୁବେଲେ ସବୁବେଲର୍ ମାପ୍ରୁର୍ ଲଗେ ଆସା ରକା; କାଇକେ ବଇଲେ ସବୁବେଲର୍ ମାପ୍ରୁ ଆମ୍କେ ସବୁବେଲେ ରକିଆ କର୍ବାକେ ବଡ୍ ରାଙ୍ଗ୍ନି ପାକ୍ନା ଆଚେ।