13 ଆରି ତରେକ୍ ସବୁବେଲର୍ ମାପ୍ରୁ କଇଲା, ଏ ଲକ୍ମନ୍ ତମର୍ ଲଗେ ଲଗେ ଅଇବାଇ ଆରି ସେମନ୍ ନିଜର୍ ନିଜର୍ ଟଣ୍ଡେ ଅନି ଆମ୍କେ ମର୍ଜିତା ଦେବାଇ , ମାତର୍ ସେ ଲକ୍ମନ୍ ନିଜର୍ ନିଜର୍ ମନ୍ବିତ୍ରେ ଆମ୍କେ କାରାପ୍ ବାବ୍ତେ ରଇବାଇ ଆରି ଆମର୍ ବିସଇରେ ସେମନର୍ ଜନ୍ ଡର୍ ଆଚେ , ସେଟା ନର୍ ଜାତି ଟାନେଅନି ସିକି ରଇବା ଆଦେସ୍ ମାତର୍ ।