15 ସବୁବେଲର୍ ମାପ୍ରୁକେ ଏ ବିସଇ କାଇଟା ମିସା ନାଇଁ ପୁର୍ତିବିର୍ ଲକ୍ମନ୍କେ ମୁତାର୍ ଟପେକ୍ ପାନି ପାରା ଆରି କେଜି ତେଇ ତୁଲ୍ଲା ପାରା ଏଜ୍ଲା ଆଚେ; ଦେକା, ସେ ଗାଡ୍ ମଜାଇ ରଇବା କୁପ୍ଲିକେ ସାନ୍ କୁପ୍ଲି ପାରା କରି ଟେକ୍ସି । 17 ଦେସର୍ ସର୍ତେ ଲକ୍ ସବୁବେଲର୍ ମାପ୍ରୁର୍ ଲଗେ ଆମେ କାଇଟା ମିସା ନାଇଁ; ତାର୍ ଲଗେ କାଇ କାମ୍କେ ମିସା ନ ଆସତ୍ ।
Publicidade