9 ଏ ଜିରୁସାଲାମ୍ ଡଙ୍ଗର୍ ଉପ୍ରେ ସୁବ୍କବର୍ ଜାନାଇବା ମାଇଜି, ତମେ ଡେଙ୍ଗ୍ରେ ଜାଆ; ଏ ଜିରୁସାଲାମ୍ ତେଇ ସୁବ୍କବର୍ ଜାନାଇବା ମାଇଜି, ତୁଇ ବପୁ ସଙ୍ଗ୍ ଆଉଲି ଅ, ଆଉଲି ଅଇକରି କଅ, ଡର୍ ନାଇଁ; ଜିଉଦା ଦେସର୍ ନଅଁରର୍ ଲକ୍କେ କ, ଏଦେ ଦେକା, ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ !
Publicidade
Publicidade