18 ତମେ ଆଗ୍ତୁର୍ କାତା ସବୁ ଏତାଆ ନାଇଁ, କି ପୁର୍ନା କାତାକେ ଚିନ୍ତା କରାନାଇଁ । 19 ଦେକା, ମୁଇ ଗଟେକ୍ ନୁଆ କାମ୍ କର୍ବି; ସେଟା ଏବେ ଆଁକର୍ସି; ତମେ କାଇ ସେଟା ନାଜାନାସ୍? ଆରି, ମୁଇ ବନ୍ ରଇଲା ତେଇ ବାଟ୍ ଆରି ମରୁବାଲି ବୁଏଁ ଗାଡ୍ମନ୍ ତିଆର୍ କରି ଆଚି ।