ସବୁବେଲର୍ ମାପ୍ରୁ ସୁସ୍ଟି କାରି ଆରି ଇତିଆସ୍
9 ଜେ ସୁସ୍ଟି କାରିଆ ସଙ୍ଗେ ବିରଦ୍ କର୍ସି, ସେ ଅବିସାପ୍ ପାଇବା ଲକ୍! ପୁର୍ତିବିର୍ ଜିକ୍ରା ତେଇ ଅନି କଣ୍ଡେକ୍ ଜିକ୍ରା ମାତର୍! ମାଟି କାଇ ତାର୍ କୁମାର୍କେ କଇସି, ତମେ କାଇଟା ତିଆର୍ କଲାସ୍ନି? ଆରି ତମର୍ କାମ୍ କାଇଟା, ତାର୍ ଆତ୍ ନାଇଁ?