10 କାଇକେବଇଲେ ତମ୍କେ ଆସିର୍ବାଦ୍ କରିଆଚେ ଜନ୍ ସବୁବେଲର୍ ମାପ୍ରୁ, ସେ କଇଲାନି, କୁପ୍ଲିମନ୍ ଡରିକରି ଗୁଚି ଜିବାଇ ଆରି ଡଙ୍ଗର୍ମନ୍ ଚୁଲ୍ବୁଲି ଜିବାଇ; ମାତର୍ ଆମର୍ ଦୟା ତମର୍ ତେଇଅନି ଦୁର୍କେ ନ ଜାଏ, କି ଆମର୍ ସାନ୍ତିର୍ ନିଅମ୍ ଚୁଲ୍ ନ ବୁଲେ ।