17 ଜନ୍ ଅସ୍ତର୍ ମିସା ତର୍ ବିରଦ୍ରେ ତିଆର୍ ଅଇସି, ସେଟା ସପଲ୍ ନ ଅଏ ଆରି ଜନ୍ସବୁ ଜିବ୍ ବିଚାର୍ ଲଗେ ତମର୍ ବିରଦ୍ରେ ଉଟ୍ସି, ତୁଇ ତାକେ ଦସ୍ ଦାର୍ସା । ସବୁବେଲର୍ ମାପ୍ରୁର୍ ଦାସ୍ ମନର୍ ଅଦିକାର୍ ଆରି ମର୍ ପୁରସ୍କାର୍ ସେମନର୍ ଦରମ୍ କାମ୍ ଏଟା, ଏଟା ସବୁବେଲର୍ ମାପ୍ରୁ କଇଲାନି ।
Publicidade
Publicidade