Publicidade

Isaías 66

2 କାଇକେ ବଇଲେ ମର୍ ଆତ୍ ଏଟାମନ୍ ସବୁକେ ଜାକ ତିଆର୍ କଲା ଆଚେ, ଆରି ସେଟାର୍‌ ପାଇଁ ବଲିକରି ଏଟାମନ୍ ସବୁଜାକ ଜାତ୍ ଅଇଲା , ଏନ୍‌ତାର୍ ବଲିକରି ସବୁବେଲର୍ ମାପ୍‌ରୁ କଇଲା ଆଚେ; ମାତର୍ ଏ ଲକ୍‌ମନର୍‌ ପାଇଁ , କଇବାକେ ଗାଲେ ଜନ୍‌ ଲକ୍‌ମନ୍ ଦୁକ୍‌ରେ ଆଚତ୍ ଆରି ଦରମ୍ ଲକ୍‌ ଆରି ଜେ ମର୍ ବାକିଅକେ ଜାନାଇସି, ତାର୍‌ପାଇଁ ମୁଇ ଦେକ୍‌ବି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-22_10-02-25-