6 ମୁଇ ଉତ୍ର ଦିଗ୍କେ କଇବୁ, ଚାଡି ଦିଆସ୍ ଆରି ଦକିନ୍ ଦିଗ୍କେ କଇବୁ, ଅଟ୍କା ନାଇଁ ; ମର୍ ପିଲାଟକିମନ୍କେ ଦୁରେଅନି ଆରି ପୁର୍ତିବିର୍ ସାରାସାରି ଲଗେ ଅନି ଟୁଲିଆଇ ଆନ୍ସି;
7 ମର୍ ନଉଁ ଡାକ୍ପୁଟା ଅଇସି ଆରି ଜାକେ ମୁଇ ମର୍ ମଇମା କର୍ବାକେ ଗଡ୍ଲି ଆଚି, ଏନ୍ତାର୍ ସବୁ ଲକ୍ମନ୍କେ ଆନା; ମୁଇ ସେମନ୍କେ ଗଡ୍ଲି ଆଚି; ଉଁ, ମୁଇ ତାକେ ତିଆର୍ କଲି ଆଚି।