3 କାଇକେବଇଲେ ମୁଇ ସସ୍ ଲାଗ୍ଲା ଲକ୍କେ ପାନି କୁଆଇବି ଆରି ସୁକ୍ଲା ବୁଇଁ ଉପ୍ରେ ପାନି ଡାଲ୍ବି; ମୁଇ ତମର୍ କୁଲ୍ ଉପ୍ରେ ନିଜର୍ ଆତ୍ମା ଆରି ତମର୍ ପିଲାମନର୍ ଉପ୍ରେ ନିଜର୍ ଆସିର୍ବାଦ୍ ଦେବି; 4 ତାର୍ପଚେ ସେମନ୍ ଜର୍ନା ପାନି ଲଗର୍ ବାଇସି ନାଉଁର୍ ଗଚ୍ ରକାମ୍ ଗାଁସ୍ ତେଇ ଅନି ଆକର୍ସି ।
Publicidade