3 ଏ ଜାକୁବ୍ କୁଟୁମର୍ ବଁସ୍ , ଏ ଇସ୍ରାଏଲର୍ ବଁସ୍ ଉବ୍ରି ରଇବା କେତେକ୍ ଲକ୍, ମର୍ କାତାକେ ସୁନା ମୁଇ ତମ୍କେ ଜନମ୍ ଅଇଲା ଦିନେ ଅନି ତମର୍ ଜତନ୍ କଲି ଆଚି, ତମେ ଗରବ୍ ବିତ୍ରେ ରଇଲା ବେଲେଅନି ବଜ୍ ବୁଆଇ ଅଇ ଆଚାସ୍; 4 ଆରି, ମୁଇ ତମର୍ ବୁଡା ଅଇବାଜାକ ସେ ସେ ଅଇବି ଆରି ବାଲ୍ ପାଚ୍ବା ଜାକ ମୁଇ ତମର୍ ସଙ୍ଗେ ରଇବି, ମୁଇ ଗଡ୍ଲି ଆଚି ଆରି ମୁଇ ବଇବି; ଉଁ, ମୁଇ ବଇବି ଆରି ଉଦାର୍ କର୍ବି ।
Publicidade
Publicidade