25 ମାତର୍ ସବୁବେଲର୍ ମାପ୍ରୁ ଏନ୍ତାର୍ ବଲିକରି କଇଲାନି , ବପୁର୍ଲାଗି ବନ୍ଦିଅଇ ରଇବା ଲକ୍ମନ୍ ଉଁ ମୁକଲ୍ ବାଇ ଆରି ବଏଁକାର୍ ଲକ୍ମନର୍ ଚରାଇ ରଇବା ଜିନିସ୍ ପତର୍ ମନ୍କେ ମୁକ୍ଲା ଜାଇସି; କାଇକେ ବଇଲେ ତମେ ବିରଦ୍ କାରିଆମନର୍ ସଙ୍ଗେ ମୁଇ ବିରଦ୍ କର୍ବି ଆରି ତମର୍ ପିଲା ଟକିମନ୍କେ ମୁଇଁ ରକିଆ କର୍ବି ।