5 ମାତର୍ ସେ ଆମର୍ ଅଦରମ୍ ପାଇଁ କଣ୍ଡିଆ କାବ୍ରା ଅଇଲା ଆରି ଆମର୍ ପାପ୍ର୍ ପାଇଁ ଚୁନ୍ଚୁନା ଅଇଲା; ଆମ ସାନ୍ତିର୍ ବାଦୁଲେ ସାସ୍ତି ତାର୍ ଉପ୍ରେ ପଡ୍ଲା ଆରି ସେ ମାଡର୍ ଲାଗି ଆମେ ନିମାନ୍ ଅଇଲୁ । 6 ଆମେ ସବୁଲକ୍ ମେଣ୍ଡା ମନର୍ ପାରା ବିପଦ୍ ବାଟେ ଗାଲୁଆଚୁ; ଆମେ ସବୁ ନିଜର୍ ନିଜର୍ ବାଟ୍ ବାଟେ ବାଅଡ୍ଲୁ ଆଚୁ; ଆରି, ସବୁବେଲର୍ ମାପ୍ରୁ ଆମର୍ ସବୁ ଲକର୍ ପାପ୍ ଦାରିଗାଲା ଆଚେ। 7 ସେ ବିପଦ୍ ପାଇଲା, ଅଇଲେ ମିସା ସେ ନିଜ୍କେ ଦରମ୍ ଅଇକରି କାଇବଲିକରି କଏନାଇଁ; ପୁଜ୍ବାକେ ନେବା ମେଣ୍ଡା ପାରା, ଚାମ୍ ଚାଡାଇବା ଲକ୍ମନର୍ ମୁଆଟେ ତୁମ୍ପଡି ରଇଲା ମେଣ୍ଡା ପାରା ପଦେକ୍ ମିସା କାଇ ବଲିକରି ନ କଇ ଚୁପ୍ଅଇ ରଇଲା ।
Publicidade
Publicidade