11 ଆରି ସବୁବେଲର୍ ମାପ୍ରୁ ସବୁବେଲେ ତମର୍ ସଙ୍ଗେ ରଇକରି ବାଟ୍ ଦେକାଇ ନେଇସି ଆରି ମରୁବାଲି ବୁଏଁ ଅନି ତମର୍ ଜିବନର୍ ସସ୍କେ ସାନ୍ତି କର୍ସି ଆରି ତମର୍ ଦୁର୍ବଲ୍ ଲକ୍କେ ବପୁ କୁରାଇସି; ତେଇ ତମେ ପାନି ଟୁଲିଆଇ କରି ଉଦିଆନ୍ ବାଡେ ଡାଲ୍ଲା ପାରା ଆରି କେବେ ନ ଆଁଟ୍ବା ଜର୍ନା ପାନିପାରା ଅଇସି
Publicidade
Publicidade