12 ଆରି , ତମେ ତମର୍ ବଁସର୍ ଲକ୍ ଆଗର୍ କାଲର୍ କୁନାଦି ଉପ୍ରେ ଆରି ତରେକ୍ ଗର୍ ତିଆର୍ କର୍ବାଇ; ତମେ ଆଗର୍ କାଲର୍ ବେସି କୁନାଦି ଉପ୍ରେ ଗର୍ କର୍ସା; ଆରି , ବାଙ୍ଗିଜାଇ ରଇବା ପାଚୁରିକେ ଟେକ୍ବା ଲକ୍ ପାରା ଆରି ବାସା କରି ରଇଲା ଲକ୍ମନର୍ ବାଟ୍କେ ତିଆର୍ କରି ଆଚୁସ୍ ବଲିକରି ଡାକ୍ପୁଟା ଅଇସା ।
Publicidade