ବିଚାର୍ ଆରି ଉଦାର୍
1 ଜନ୍ ଲକ୍ମନ୍ ମର୍ ବିସଇରେ ନ ପାଚାର୍ଲାଇ,ସେମନ୍କେ କଜ୍ଲିନି; ଜନ୍ଲକ୍ ମନ୍ ମକେ ନ କଜ୍ଲାଇ, ସେମନ୍ ମକେ ପାଇଲାଇନି ଜନ୍ ବିଦେସି ଲକ୍ମନ୍ ମର୍ ନାଉଁକେ ନାଜାନି ରଇଲାଇ, ସେମନ୍କେ, ମକେ ଦେକା, ମକେ ଦେକା ବଲି ମୁଇଁ କଇଲି ।