19 ଜଦି ତମେ ରାଜିଅଇ କରି ବାକିଅକେ ମାନ୍ସା ବଇଲେ, ଦେସ୍ ବିତ୍ରେ ରଇବା ଆସିର୍ବାଦ୍ ପାଇସା। 20 ମାତର୍ ତମେ ଜଦି ନ ରାଜି ଅଇସା ଆରି ବିରଦ୍ କର୍ବା ଲକ୍ ଅଇସା ବଇଲେ, କାଣ୍ଡାସଙ୍ଗେ ତମ୍କେ ମାରା ଅଇସି; କାଇକେ ବଇଲେ ସବୁବେଲର୍ ମାପ୍ରୁର୍ ବାକିଅ ଏଟା କଇଲାନି ।
Publicidade
Publicidade