12 ଏ ଲୁସିପର୍ ସଃକାଳାର୍ ତାରା! ତୁୟ୍ କଃନ୍କଃରି ସଃର୍ଗେ ହୁଣି ତଃଳେ ଅଦୁର୍ଲିସ୍ ସଃବୁ ଗସ୍ଟି ତର୍ ତଃଳେ ରିଲାୟ୍ 13 ଆରେକ୍, ତୁୟ୍ ମଃନେମଃନେ କଃଉତି ରିଲିସ୍, ତୁୟ୍ ଇସ୍ୱର୍ ହର୍ ସଃର୍ଗେ ଉଟ୍ସି ତୁୟ୍ ଇସ୍ୱରାର୍ ତାରାମଃନ୍କାର୍ ଉହ୍ରେ ନିଜାର୍ ସିଙ୍ଗାସଣ୍ କଃର୍ସି; ଉତୁର୍ ଦିଗାର୍ ମରୁବଃଟାର୍ ପବିତ୍ର ସମାଗମ୍ ହର୍ବାତ୍୧୪:୧୩ ଜୁୟ୍ତିକି ଦେବାଦେବିମଃନ୍ ଗଟେତଃୟ୍ ରୁଣ୍ଡ୍ତା ଟାଣ୍ ଜାପନ୍ କିଣାନିୟ୍ମଃନାର୍ ବେସି ପବିତ୍ର ହର୍ବାତ୍ ଇସ୍ରାଏଲାର୍ ଦକିଣ୍ ଦିଗେ। ଉହ୍ରେ ବଃସ୍ସି; 14 ତୁୟ୍ ସଃବ୍କେ ଉଟ୍ୟା ଉଚା ଜଃଗାୟ୍ ଉହୁର୍କେ ଉଟ୍ସି। ଆର୍ ଇସ୍ୱରାର୍ ହର୍ ସଃମାନ୍ ସଃକ୍ତିକାରି ଅଃଉସି। 15 ମଃତର୍ ତୁୟ୍ ହଃତାଳ୍କେ, ଡେଙ୍ଗ୍ କାଲାର୍ ସଃନ୍ଦିକେ ହଃକାୟ୍ ଅଃଉସି।
Publicidade