10 ଦକା ଜୁଗ୍ଜୁଗାର୍ ଇସ୍ୱର୍ ସଃକ୍ତିକାରି ହର୍ ଆସେଦ୍ ଆର୍ ତାର୍ ବାହୁ ତାର୍ ହାଁୟ୍ ରାଜ୍କଃରେଦ୍; ତାର୍ ସଃଙ୍ଗ୍ ତାର୍ ପୁରିସ୍କାର୍ ଆଚେ ଆର୍ ତାର୍ ଆଗେ ତାର୍ ହଃଳ୍ଆଚେ। 11 ସେ ମେଣ୍ଡା ଗଃଉଳିଆ ହର୍ ନିଜାର୍ ମଃନ୍ଦା ଚଃରାୟିଦ୍। ମେଣ୍ଡା ହିଲାମଃନ୍କେ ସେ ନିଜାର୍ ବାହୁ ଲଃଗେ ଗଟେ ତଃୟ୍ କଃରେଦ୍ ଆର୍ ଅଃହ୍ଣାର୍ କଳେ ସେମଃନ୍କେ ବଃୟ୍ ନଃୟିଦ୍ ଆର୍ ଦୁଦ୍ କାଳାଉତା ମାୟ୍ ଚେଳିମଃନ୍କେ ଦିରେ ଚାଲାୟ୍ଦ୍।