କରସ୍କେ ଇସ୍ୱର୍ ବାଚ୍ଲା
1 ଇସ୍ୱର୍ ନିଜାର୍ ଆସିର୍ବାଦ୍ ଦିଲାଲକାର୍, ବଃଲେକ୍ କରସ୍ ବିସୟ୍ ଇ କଃତା କଃଉଁଲା, ମୁୟି ତାର୍ ମୁୟେଁ ନାନା ଗସ୍ଟିକେ ଆରାଉତା ଗିନେ ତାର୍ କାତାଆତ୍ ଦଃରିଆଚି ଆର୍ ମୁୟି ରଃଜାମଃନାର ଅଃଟାବାନ୍ଦୁଣ୍ ଇଟାୟିନ୍ଦ୍; ମୁୟି ତାର୍ ମୁଆଟିଏ କଃହାଟ୍ମଃନ୍ ଉଗାଡ଼ିନ୍ଦ୍ ଆର୍ ଗଃଳ୍ ସଃବୁ ବଃନ୍ଦ୍ ନୟ୍ 2 ମୁୟ୍ ତୁମାର ଆଗେ ଆଗେ ଜାୟ୍ନ୍ଦ୍, କାଲ୍ ଡେପ୍ ସଃବୁ ସଃମାନ୍ କଃରିନ୍ଦ୍; ମୁୟି ହିତୁଳ୍ କାହାଟ୍ ସଃବୁ ବାଙ୍ଗି କଃଣ୍ଡ୍କଃଣ୍ଡ୍ କଃରିନ୍ଦ୍ ଆର୍ ଲଃଉଆର୍ ଅଃର୍ଗେଳା କାଟି ହଃକାୟିନ୍ଦ୍ 3 ଆର୍ ମୁଁୟ୍ ଅଃନ୍ଦାର୍ ବିତ୍ରାର୍ ଦଃନ୍ ବଃଣ୍ଡାର୍ ଆର୍ ଗୁପ୍ତ ଜଃଗାୟ୍ ରିଲା ଦଃନ୍ ସଃବୁ ତୁମିକେ ଦଃୟ୍ନ୍ଦ୍, ତଃବେ ତୁମାର ନାଉ ଦଃରି କୁଦ୍ଲା ଲକ୍ ମୁଁୟ୍ ଜେ ଇସ୍ୱର୍ ଇସ୍ରାଏଲାର୍ ଇସ୍ୱର୍ ମୁଁୟ୍ ଇରି ତୁମି ଜାଣୁ ହାରାସ୍