8 ବଃଲେକ୍ ଇସ୍ୱର୍ କଃଉଁଲା, ମର୍ ଜଜ୍ନା ତୁମାର୍ ଜଜ୍ନା ହର୍ ନୟ୍; କି ତୁମାର୍ ବାଟ୍ ମର୍ ବାଟ୍ ହର୍ ନୟ୍। 9 କାୟିତାକ୍ ବଃଲେକ୍ ହୁର୍ତିବି ଚାଡି ଅଃଗାସ୍ମଃଣ୍ଡଳ୍ ଜଃନ୍କଃରି ଉଚ୍, ସେହର୍ ମର୍ବାଟ୍ ତୁମିମଃନାର୍ ବାଟ୍ଟାଣୁ ବେସି ଉଚ୍ ଆଚେ।