15 ଜେ ଜୁଗ୍ଜୁଗାର୍ ଇସ୍ୱର୍ ଜାର୍ନାଉ ଦଃର୍ମି, ସେ ଉଚ୍ ଆର୍ ସଃବ୍କେ ଉଟ୍ୟା ପୁରୁସ୍ ଇକଃତା କଃଉଁଲା; ମୁଁୟ୍ ଉହ୍ରେ ଜାର୍ ନିର୍ମୁଳ୍ ଟାଣେ ବାସାକଃରିନ୍ଦ୍, ଆର୍ ମାଇନ୍କାରି ଲକାର୍ ଜିବନ୍କେ ଜିବନ୍ ଆର୍ ବାଙ୍ଗିଗଃଲା ମଃନାର୍ ଲକ୍କେ ଜିବନ୍ ଦେଉଁକେ ସେ ମାୟ୍ନ୍କାରି ସଃଙ୍ଗ୍ ବାସ୍କଃରିନ୍ଦ୍।
Publicidade
Publicidade