3 ସେମଃନ୍ ଏକ୍ଆରେକ୍କେ କୁଦି କଃଉତି ରିଲାୟ୍, "ସଃବୁର୍ଉଟ୍ୟା ସଃକ୍ତିମାନ୍ ମାପୁର୍ ଦଃର୍ମି, ଦଃର୍ମି,ଦଃର୍ମି; ତାର୍ ମାୟିନ୍କାରି ଗୁଣ୍ ହୁର୍ତିବିୟେ ହୁରୁଣ୍ ଅୟିଆଚେ।" 5 ସଃଡେବଃଳ୍ ମୁୟି ଡିରିକଃରି କୟିଲେ, "ଏ ଉବା, ଏ ଉବା; ମୁୟି ମଃଲେ। କାୟିତାକ୍ ବଃଲେକ୍ ମୁୟି ଅଃପର୍ବଳ୍ ହାହି ଅୟିଆଚି ଜେ, ମାପୁର୍ ଚଃମେ କଃଉଁକ୍ ଜୟିଗ୍ ନାୟ୍। ଇହର୍ ହାହିମଃନାର୍ ତଃୟ୍ ବାସ୍କଃରି ଆଚି ଜେ, ମାପୁରାର୍ ଚଃମେ କଃଉଁକ୍ ଜୟିଗ୍ ନାୟ୍। ତଃବେ ହେଁ ମୁୟି ସଃବୁର୍ଉଟ୍ୟା ସଃକ୍ତିମାନ୍ ମାପୁର୍କେ ଦଃକୁଲେ।"
Publicidade