3 ସିୟନାର୍ ରଃଦନ୍ କଃର୍ତା ଲକ୍ମଃନାର୍ ଗିନେ ଟିକ୍ କଃରୁକେ, ବଃଲେକ୍ ଚାର୍ ବାଦୁଲେ, ଦୁକାର୍ ବାଦୁଲେ ସୁକ୍ ନିରାସ୍ ଆତ୍ମା ବାଦୁଲେ ସଃର୍ଦାର୍ ବଃସ୍ତର୍ ଦେଉଁକେ ସେ ମକେ ହଃଟାୟ୍ଆଚେ; ଇସ୍ୱର୍ ଜଃନ୍କଃରି ଜଃଜ୍ମାନ୍ ହାୟ୍ଦ୍ ଇତାର୍ଗିନେ ସେମଃନ୍ ଦାର୍ମିକ୍ ରୁହାର୍ ଗଃଚ୍ ଆର୍ ତାର୍ ବଗିଚା ବଃଲି ଡାକ୍ହୁଟ୍ତି।
Publicidade
Publicidade