18 ତୁମିମଃନ୍ ଆଗାର୍ କଃତା ଏତାଉଆ ନାୟ୍, କି ହଃର୍ନା ବିସୟ୍ମଃନ୍ ବାବାନାୟ୍। 19 ଦଃକା ମୁଁୟ୍ ଗଟେକ୍ ନଃଉଆ କାମ୍କଃରିନ୍ଦ୍; ସେରି ଅଃବେ ଗଃଜା ଅୟ୍ଦ୍; ତୁମିମଃନ୍କି ସେରି ନଃଜାଣାସ୍? ଆରେକ୍ ମୁଁୟ୍ ମରୁହଃଦାୟ୍ ରଃସ୍ତା ଆର୍ ଲକ୍ ନଃରିଲା ଜଃଗାୟ୍ ଗାଡ୍ ନାଳ୍ କଃରିନ୍ଦ୍।