3 ଏ ଜାକୁବ ବଃଉଁସ୍ ଏ ଇସ୍ରାଏଲାର୍ ବଃଉଁସାର୍ ଉବୁର୍ଲା ଲକ୍ ମର୍କଃତା ସୁଣା, ତୁମିମଃନ୍ ହେଟେ ରିଲା ବଃଳ୍ ହୁଣି ଜଃତୁନ୍ କଃରା ଜାୟ୍ ଆଚେ। 4 ଆର୍ ମୁଁୟ୍ ତୁମିମଃନାର୍ ବୁଡା ଅଃଉତା ହଃତେକ୍ ମୁଁୟ୍ ସେ ହଃକା ଆର୍ ବାଳ୍ ହାକ୍ତା ହଃତେକ୍ ମୁୟ୍ ତୁମିମଃନ୍କେ ସଃମ୍ବାଳିନ୍ଦ୍; ହେଁ ମୁଁୟ୍ ବୟିନ୍ଦ୍ ଆର୍ ରଃକ୍ୟା କଃରିନ୍ଦ୍।
Publicidade
Publicidade