10 ବଃଲେକ୍ ଜଃନ୍କଃରି ବଃର୍ସା ଆର୍ କଃରାଟେଳା ଅଃଗାସେ ହୁଣି ଆସେଦ୍ ଆର୍ ସେତି ବାଉଡ଼ି ଜାୟ୍ନଃକେରେ, ମଃତର୍ ବୁଁୟିକେ ସିତ୍ଳି କଃରେଦ୍ ଆର୍ ହଃଳ୍ ହଃଳ୍ତାର୍ ଆର୍ ରଃନ୍ମଃନ୍ ଗଃଜା କଃରାୟିଦ୍ ଲକେ ବିଆନ୍ ଆର୍ କାଦି ଦଃୟ୍ଦ୍। 11 ମର୍ ମୁୟେ ହୁଣି ବାର୍ଲା ବାକ୍ୟ ସେନ୍କାର୍ ଅୟ୍ଦ୍; ସେରି ହଃଳ୍ ନଃଦେରି ମର୍ହାକ୍ ବାଉଡ଼ି ନାସେ, ମଃତର୍ ମୁଁୟ୍ ଜାୟ୍ରି ମଃନ୍କଃରିନ୍ଦ୍ ସେରି ବାୟିଦ୍ରେ କଃରିନ୍ଦ୍ ଆର୍ ଜୁୟି କାମ୍ ହାଁୟ୍ ମୁଁୟ୍ ହଃଟାୟ୍ନ୍ଦ୍ ସେତି ସିଦ୍ ଅୟ୍ଦ୍।
Publicidade