21 ନିଜାର୍ ବିସୟେ ଇସ୍ୱର୍ କୟ୍ଆଚେ ସେମଃନାର୍ ସଃଙ୍ଗ୍ ମର୍ ସଃୟ୍ତାର୍ ଇରି, ମର୍ ଜୁୟି ଆତ୍ମା ତୁମାର୍ ଉହ୍ରେ ବଃସେଦ୍ ମର୍ ସଃବୁ ବାକ୍ୟ ତୁମାର୍ ଟଣ୍ଡେ ରଃକିଆଚି, ସେରି ତୁମାର୍ ଟଣ୍ଡେ ହୁଣି ତୁମାର୍ ତଃୟ୍ ହୁଣି ଜାତ୍ ଅୟ୍ଲା ବଂସ୍ମଃନାର୍ ଟଣ୍ଡେ ହୁଣି ଆଜି ହୁଣି ଜୁଗ୍ଜୁଗ୍ ହଃତେକ୍ ଦୁରି କଃରାନୟ୍, ଇରି ଇସ୍ୱର୍ କଃଉଁଲା।
Publicidade
Publicidade